ଥରେ ଗୋଟିଏ ଯାଦୁଗର
ଗୋଟିଏ ଗାଁକୁ ବୁଲି ଆସିଥାନ୍ତି | ସମସ୍ତଂକୁ ଗୋଟିଏ ଗୋଟିଏ ଦିବ୍ୟ ଆମ୍ବଗଛ ଚାରା ବାଣ୍ଟନ୍ତି |
ସମସ୍ତେ ନିଜ ଘରବାଡି ପଟେ ତାକୁ ଲଗାନ୍ତି | ପ୍ରକୃତ ଯତ୍ନ ନିଅନ୍ତି | ସମସ୍ତଂକ ଚାରା ବଢ଼େ ଓ
ଫଳ (ବହୁତ୍ ବଉଳକୁ) ଆସେ| ହେଲେ ଜଣକ ଗଛରେ ଆମ୍ବ କି ବଉଳ ଏତେ ଆସେନି | ସେ ଭାବେ ମୁଁ ତ ଚାରା
ଚାରିପଟେ ବାଡ ଘୁରିଛି, କୀଟପତଂଗରୁ ବଂଚେଇଛି, ପର୍ଯାପ୍ତ ଜଳ ଓ ସାର ଦେଇଛି, ତଥାପି ମୋ ଗଛରେ
କାହିଁ ଫଳ ଆସିନି ବୋଲି ଚିନ୍ତା ଓ ଦୁଃଖ କରେ | ପୁଣି କିଛି ଦିନପରେ ଯାଦୁଗର ଗାଁକୁ ବୁଲି ଆସନ୍ତି
ଓ ସେ ଏସବୁ ପଚାରେ | ଯାଦୁଗର ଯାଇକି ଦେଖିବାରୁ ଜଣାପଡ଼େ- ଗଛର ଚେର ପାଖରେ ଗୋଟେ ଗାତ ଅଛି ଓ
ସେଠି ଉଇ ବସା କରିଛନ୍ତି |
MORAL : ବୈବାହିକ
ଜୀବନ ଏ ଗଛ ପରି | ଆମେ ସବୁ ଜିନିଷ ଯୋଗାଇ ପାରିବା ଓ ଯତ୍ନ ନେଇ ପାରିବା, ହେଲେ ଉଭୟଂକ ମନରେ
ଭଲ ପାଇବା ଓ ଆଗ୍ରହ ରହିବା ନିହାତି ଆବଶ୍ୟକ |ନହେଲେ ଚେରରେ ଉଇ ଖାଇଯିବ ଓ ଗଛରେ ଖୁସୀ ଓ
ଆନନ୍ଦର ଫଳ ପୁଷ୍ପ ଫୁଟିବନି |
translated...
translated...
One day a magician came to a village and distributed an enchanting small mango plant to each villager. Everyone planted it in their backyard of house and took proper care. All mango plants grew up with time and gave fruit and flower except one. His mango tree gave no fruit or flower. He thought " I have surrounded it with fence, protect it from insects, has given sufficient water and fertilizer. Still where there is no fruit in my tree".He lamented like this. After someday when the magician paid a visit to village the man asked the reason for this. The magician came and checked that there was a hole and house of termite in its root.
MORAL: Marriage life is just like this tree. You can provide all needs and take care the other but most primarily you need love and interest for each other. Otherwise everything will go in vain. There will no fruit & flower of happiness and joy, root will be destroyed by termite.